kaudi khela
By Full Jatra
kaudi khela
ଯାତ୍ରା (ମଞ୍ଚ ଓ ଅପେରା ନାମରେ ମଧ୍ୟ ଜଣା) ଓଡ଼ିଆରେ ପ୍ରଦର୍ଶିତ ହେଉଥିବା ଓଡ଼ିଶାର ଏକପ୍ରକାର ମଞ୍ଚ ନୃତ୍ୟାଭିନୟ । ଏହି ପ୍ରଦର୍ଶନରେ ନାଟକ, ସଙ୍ଗୀତ ଓ ନାଚର ସମାବେଶ ଥାଏ । ଅତୀତରେ ମୋଗଲ ମାନଙ୍କ ସମୟରେ ଯାତ୍ରା ପ୍ରଦର୍ଶନ ହେଉଥିଲା । ରଙ୍ଗମଞ୍ଚରେ ଆଗକାଳରେ କେବଳ ପୌରାଣିକ ନାଟକମାନ ଅଭିନୀତ ହେଉଥିଲା । ପରେ ମୋଗଲମାନଙ୍କ କାଳରେ ଅନେକ ହିନ୍ଦୁସ୍ଥାନୀ ଭାଷାର (ଯଥା: ଜମିଦାର, ମଜଲିସ ଆଦି) ବ୍ୟବହାର ହେବାକୁ ଲାଗିଲା ଓ ପୌରାଣିକ ନାଟକ ବଦଳରେ ସାମାଜିକ ଓ ପାରିବାରିକ ନାଟକର ପ୍ରଚଳନ ହେଲା ।ବୈଷ୍ଣବ ପାଣିଙ୍କ ସମୟରେ ଗୀତିନାଟ୍ୟର ପ୍ରବର୍ତ୍ତନ ହେବାପରେ ଯାତ୍ରାର ଉତ୍ତରଣ ହୋଇଥିଲା ।ଯାତ୍ରା (ମଞ୍ଚ ଓ ଅପେରା ନାମରେ ମଧ୍ୟ ଜଣା) ଓଡ଼ିଆରେ ପ୍ରଦର୍ଶିତ ହେଉଥିବା ଓଡ଼ିଶାର ଏକପ୍ରକାର ମଞ୍ଚ ନୃତ୍ୟାଭିନୟ । ଏହି ପ୍ରଦର୍ଶନରେ ନାଟକ, ସଙ୍ଗୀତ ଓ ନାଚର ସମାବେଶ ଥାଏ । ଅତୀତରେ ମୋଗଲ ମାନଙ୍କ ସମୟରେ ଯାତ୍ରା ପ୍ରଦର୍ଶନ ହେଉଥିଲା । ରଙ୍ଗମଞ୍ଚରେ ଆଗକାଳରେ କେବଳ ପୌରାଣିକ ନାଟକମାନ ଅଭିନୀତ ହେଉଥିଲା । ପରେ ମୋଗଲମାନଙ୍କ କାଳରେ ଅନେକ ହିନ୍ଦୁସ୍ଥାନୀ ଭାଷାର (ଯଥା: ଜମିଦାର, ମଜଲିସ ଆଦି) ବ୍ୟବହାର ହେବାକୁ ଲାଗିଲା ଓ ପୌରାଣିକ ନାଟକ ବଦଳରେ ସାମାଜିକ ଓ ପାରିବାରିକ ନାଟକର ପ୍ରଚଳନ ହେଲା ।ବୈଷ୍ଣବ ପାଣିଙ୍କ ସମୟରେ ଗୀତିନାଟ୍ୟର ପ୍ରବର୍ତ୍ତନ ହେବାପରେ ଯାତ୍ରାର ଉତ୍ତରଣ ହୋଇଥିଲା ।
Copyright 2017 by Jajabara.com. All right reserved.
Last Updated:05 October 2017